Browsing Tag

Students

ଖୋଲିଲା ସ୍କୁଲ; ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ଆଜିଠୁ ପୁଣି ଖୋଲିଛି ସ୍କୁଲ । ଛାତ୍ରଛାତ୍ରୀ ପୁଣି ବ୍ୟାଗରେ ଭର୍ତ୍ତି କରିଛନ୍ତି ବହି ଖାତା। ସ୍କୁଲରେ ଶୁଣା ଯାଇଛି  ଘଣ୍ଟି ଶବ୍ଦ  । ଦୀର୍ଘ ୨ ବର୍ଷ ପରେ ଶ୍ରେଣୀ ଗୃହ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ।

ଅନଲାଇନ ପାଠ ପଢାରୁ ବଞ୍ଚିତ ୧୫ ଲକ୍ଷ ୮ ହଜାର ୯୩୭ ଛାତ୍ରଛାତ୍ରୀ

କୋଭିଡ ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ମାସରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଗୁଡିକୁ ବନ୍ଦ କରିଦେଇଥିଲେ । ରାଜ୍ୟର ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢାଇବା ପାଇଁ ନିଷ୍ପତି ନେଇଥିଲେ ।