Browsing Tag

Sun Temple

ଦ୍ଵିତୀୟ କୋଣାର୍କର ଆବଶ୍ୟକତା

କୋଣାର୍କ, ଯେଉଁଠି ପଥର ଭାଷା ମନୁଷ୍ୟର ଭାଷାକୁ ପରାସ୍ତ କରେ । ଜଗନ୍ନାଥଙ୍କ ପୁତ୍ର ଶାମ୍ବଙ୍କ ତପସ୍ୟା ସ୍ଥଳ ହେଉଛି କୋଣାର୍କ । ଏହା ହେଉଛି ସୂର୍ଯ୍ୟ ଉପାସନାର ସିଦ୍ଧି ସ୍ଥଳ ।